ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ : ବାପା ମୃତ, ଝିଅ ସାମାନ୍ୟ ଆହତ

ସମ୍ବଲପୁର ୩।୧୦: ସମ୍ବଲପୁରରେ ମାଟି କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିଥିଲା । କାନ୍ଥ ଭୁଶୁଡିଯିବା ଫଳରେ ବ୍ୟକ୍ତି ଜଣଙ୍କ ପୋତି ହୋଇଯାଇଥିଲେ । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବରଗାଁ ପଞ୍ଚାୟତ ବଂଶରା ଗାଁରେ ଅଭାବନୀୟ ଘଟଣା । ଗାଁର ୪୧ ବର୍ଷ ବୟସ୍କ ବବୃବାହନ ବାଗ ଏବଂ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ସହ ସୋମବାର ରାତିରେ ଘରେ … Continue reading ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ : ବାପା ମୃତ, ଝିଅ ସାମାନ୍ୟ ଆହତ