ଯାଜପୁରରେ ବାପାକୁ ପିଟିପିଟି ହତ୍ୟା କଲା ପୁଅ

Published By : Prameya-News7 Bureau | August 27, 2018 IST

ଯାଜପୁର ୨୭/୮ : ବାପାକୁ ପିଟିପିଟି ହତ୍ୟା କଲା ପୁଅ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଙ୍ଗଳପୁର ଥାନା ପାଲଟପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ରାଧେଶ୍ୟାମ ବେହେରା । ଜମି ବାଡି ବିବାଦକୁ କେନ୍ଦ୍ର କରି ପୁଅ ବାପାକୁ ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ପୁଅ ଗୋପୀନାଥ ବେହେରାକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.