Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାନଦୀରୁ ବାପା-ପୁଅ ଉଦ୍ଧାର, ଛେଳି ଚରେଇବାକୁ ଯାଇ ଫସିଯାଇଥିଲେ

17/08/2022 at 11:04 AM

ଆଠଗଡ ୧୭।୮: ମହାନଦୀ ବନ୍ୟାଜଳରେ ଫସିଥିବା ବାପା-ପୁଅ ଉଦ୍ଧାର । ଛେଳି ଚରେଇବାକୁ ଯାଇ ଫସିଥିଲେ ବାପା-ପୁଅ ।

ସୂଚନାଯୋଗ୍ୟ ଯେ, ଆଠଗଡ କନ୍ଦରପୁର ନିକଟ ମହାନଦୀରେ ବନ୍ୟାଜଳ ଆସିଯିବାରୁ ଅମଙ୍ଗେଇ କୁଦରେ ବାପା ପୁଅ ଫସି ଯାଇଥିଲେ । ତେବେ ସେମାନେ ଗତ ୫ଦିନ ହେବ ଫସି ରହିଥିବା ନେଇ ସୂଚନା ମିଳିଥିଲା । ଉଭୟ ବାପା-ପୁଅଙ୍କୁ ବୁଧବାର ଉଦ୍ଧା କରାଯାଇଛି । ତେବେ ଉଦ୍ଧାର ହୋଇଥିବା ଦୁଇ ଜଣ ହେଲେ ଧଯ୍ୟଧର ଦଳେଇ ଏବଂ ତଙ୍କ ପୁଆ ଟିକି ଦଳେଇ ।

   Related Posts