ମହାନଦୀରୁ ବାପା-ପୁଅ ଉଦ୍ଧାର, ଛେଳି ଚରେଇବାକୁ ଯାଇ ଫସିଯାଇଥିଲେ
17/08/2022 at 11:04 AM

ଆଠଗଡ ୧୭।୮: ମହାନଦୀ ବନ୍ୟାଜଳରେ ଫସିଥିବା ବାପା-ପୁଅ ଉଦ୍ଧାର । ଛେଳି ଚରେଇବାକୁ ଯାଇ ଫସିଥିଲେ ବାପା-ପୁଅ ।
ସୂଚନାଯୋଗ୍ୟ ଯେ, ଆଠଗଡ କନ୍ଦରପୁର ନିକଟ ମହାନଦୀରେ ବନ୍ୟାଜଳ ଆସିଯିବାରୁ ଅମଙ୍ଗେଇ କୁଦରେ ବାପା ପୁଅ ଫସି ଯାଇଥିଲେ । ତେବେ ସେମାନେ ଗତ ୫ଦିନ ହେବ ଫସି ରହିଥିବା ନେଇ ସୂଚନା ମିଳିଥିଲା । ଉଭୟ ବାପା-ପୁଅଙ୍କୁ ବୁଧବାର ଉଦ୍ଧା କରାଯାଇଛି । ତେବେ ଉଦ୍ଧାର ହୋଇଥିବା ଦୁଇ ଜଣ ହେଲେ ଧଯ୍ୟଧର ଦଳେଇ ଏବଂ ତଙ୍କ ପୁଆ ଟିକି ଦଳେଇ ।
Related Posts
କୋଇଲା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ଚାଳକ
30 January 2023