ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ବାଇକକୁ ପିଟିଲା ପିକଅପ୍ : ଦୁର୍ଘଟଣାରେ ଚାଲିଗଲା ବାପା ଝିଅଙ୍କ ଜୀବନ

28/10/2019 at 3:36 PM

ଭଦ୍ରକ ୨୮/୧୦: ଦୁର୍ଘଟଣାରେ ଚାଲିଯାଇଛି ବାପା ଝିଅଙ୍କ ଜୀବନ। ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବାପା ଝିଅଙ୍କ ପରିଚୟ ଜଣାପଡିନାହିଁ।

  ସୂଚନା  ଅନୁଯାୟୀ, ବାପା ଝିଅ ଏକ ବାଇକ ଯୋଗେ ବାଲେଶ୍ବର ଆଡୁ ଭଦ୍ରକ ଅଭିମୁଖେ ଆସୁଥିଲେ। ପଛଆଡ଼ୁ ଆସୁଥିବା ଦ୍ରୁତଗାମୀ  ପିକଅପ ବାଇକକୁ ଧକ୍କା ଦେଇ ଓଲଟି  ପଡ଼ିଥିଲା। ଘଟଣାସ୍ଥଳରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଛି।

   Related Posts