ବାଇକକୁ ପିଟିଲା ପିକଅପ୍ : ଦୁର୍ଘଟଣାରେ ଚାଲିଗଲା ବାପା ଝିଅଙ୍କ ଜୀବନ

Published By : Prameya-News7 Bureau | October 28, 2019 IST

ଭଦ୍ରକ ୨୮/୧୦: ଦୁର୍ଘଟଣାରେ ଚାଲିଯାଇଛି ବାପା ଝିଅଙ୍କ ଜୀବନ। ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବାପା ଝିଅଙ୍କ ପରିଚୟ ଜଣାପଡିନାହିଁ।

{"id":175940}

  ସୂଚନା  ଅନୁଯାୟୀ, ବାପା ଝିଅ ଏକ ବାଇକ ଯୋଗେ ବାଲେଶ୍ବର ଆଡୁ ଭଦ୍ରକ ଅଭିମୁଖେ ଆସୁଥିଲେ। ପଛଆଡ଼ୁ ଆସୁଥିବା ଦ୍ରୁତଗାମୀ  ପିକଅପ ବାଇକକୁ ଧକ୍କା ଦେଇ ଓଲଟି  ପଡ଼ିଥିଲା। ଘଟଣାସ୍ଥଳରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.