ବୈଜ୍ଞାନିକଙ୍କ ଖୁଲାସା : ୧୪ ଘଣ୍ଟାର ଉପବାସ ବଢ଼ାଇଥାଏ ଭୋକ, ମନୋବଳ ଓ ନିଦ

ମୁମ୍ଵାଇ ୧୭।୧୧: ବ୍ରିଟେନ୍‌ର ଏକ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଖାଇବାରେ ୧୦ ଘଣ୍ଟାର ବ୍ୟବଧାନ ଶକ୍ତି ବୃଦ୍ଧି, ଉନ୍ନତ ମନୋବଳ ସହ ନିଦ ମଧ୍ୟ ବଢାଇଥାଏ । ଲଣ୍ଡନର କିଙ୍ଗ୍‌ସ କଲେଜରେ ହୋଇଥିବା ଗବେଷଣାର ଫଳାଫଳକୁ ୟୁରୋପିଆନ୍‌ ନ୍ୟୁଟ୍ରିସନ୍‌ କନ୍‌ଫରେନ୍ସରେ ଉପସ୍ଥାପନା କରାଯାଇଥିଲା । ଇଣ୍ଟରମିଟେଣ୍ଡ ଫାଷ୍ଟିଙ୍ଗ୍‌(ମଧ୍ୟବର୍ତ୍ତୀ ଉପବାସ) ବା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଭୋଜନ ବ୍ୟବହାରକୁ ସୀମିତ କରିବା(ଲିମିଟିଂ ମିଲ୍‌) ଏକ ଲୋକପ୍ରିୟ ଓଜନ ହ୍ରାସ ପଦ୍ଧତି । ଯଦି ଆପଣ … Continue reading ବୈଜ୍ଞାନିକଙ୍କ ଖୁଲାସା : ୧୪ ଘଣ୍ଟାର ଉପବାସ ବଢ଼ାଇଥାଏ ଭୋକ, ମନୋବଳ ଓ ନିଦ