ସୋର ୨୨।୧୧: ସୋର ଅଡ଼ଙ୍ଗ ସେବା ସମବାୟ ସମିତି ଆଗରେ ଧାରଣାରେ ବସିଲେ ଚାଷୀ । ଗତ ବାତ୍ୟା ବୁଲବୁଲରେ ୩୬ଟି ଗ୍ରାମରେ ବହୁ ମାତ୍ରାରେ ଚାଷ କ୍ଷୟକ୍ଷତି ହୋଇଥିବାରୁ ସରକାରଙ୍କ ଦ୍ବାରା କ୍ଷତି ହୋଇଥିବା ଚାଷ ଜମିର ତଦନ୍ତ କରି ବୀମା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି।
{"id":188167,"sizeSlug":"large"}ଅନ୍ୟପଟେ ଋଣ କରି ଚାଷ କରିଥିବାରୁ ଋଣ ରାଶି ଛାଡ଼ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ଏହି ଦାବିକୁ ନେଇ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି ।