oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ହନ୍ତସନ୍ତ, ଉପଜିଲ୍ଲାପାଳ ଓ ତହସିଲଦାର କାର୍ଯ୍ୟାଳୟରେ ପକାଇଲେ ତାଲା

17/02/2021 at 5:19 PM

ପଦ୍ମପୁର ୧୭।୨: ଧାନ ବିକ୍ରିରେ ଅବ୍ୟବସ୍ଥା । ଟୋକନ ଅଛି ଧାନ ବିକ୍ରି ହେଉନାହିଁ । ଉପଜିଲ୍ଲାପାଳ ଓ ତହସିଲଦାର କାର୍ଯ୍ୟାଳୟରେ ଧାନ ପକାଇ ତାଲାବନ୍ଦ କଲେ ଚାଷୀ ।

ସୂଚନାଯୋଗ୍ୟ ଯେ, ଧାନ ବିକ୍ରିରେ ଅବ୍ୟବସ୍ଥା ପ୍ରତିବାଦରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୭  ଦିନର ଅନଶନ ପରେ ବୁଧବାର ଚାଷୀମାନେ ପଦ୍ମପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ତାଲା ବନ୍ଦ କରିଛନ୍ତି ।

ପଦ୍ମପୁର ଆରଏମି ଅଧିନରେ ୭୦ ଗୋଟି ମଣ୍ଡିରେ ବର୍ତ୍ତମାନ ମଧ୍ୟ ପ୍ରାୟ ୬ ଲକ୍ଷ ବସ୍ତା ଧାନ ପଡି ରହିଛି । ପ୍ରାୟ ୩,୫୦୦ ଟୋକନ ଲାପ୍ସ ହୋଇ ସାରିଲାଣି । ଦୀର୍ଘ ମାସ ମାସ ଧରି ଚାଷୀ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିଲେ ମଧ୍ୟ ଧାନ ବିକ୍ରି ହୋଇପାରିନାହିଁ ।

   Related Posts