oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରାତିରେ ଆସିଲା ଟାର୍ଗେଟ୍, ସକାଳୁ ଶେଷ : ଟୋକନ ଥାଇ ବି ଧାନ ବିକି ପାରିଲେନି ଚାଷୀ, ବସିଲେ ରାଜରାସ୍ତାରେ

8/03/2021 at 4:00 PM

ଭଦ୍ରକ ୮।୩: ରାତିରେ ଧାନ ବିକ୍ରି ପାଇଁ ଆସିଥିଲା ଟାର୍ଗେଟ୍ । କିନ୍ତୁ ସକାଳ ବେଳକୁ ଟାର୍ଗେଟ୍ ଶେଷ । ଟୋକନ ଥାଇ ମଧ୍ୟ ଧାନ ଦେଇ ପାରିଲେ ନାହିଁ ଚାଷୀ । ଶେଷରେ ଧାନ ବିକ୍ରି ଦାବି ନେଇ ରାଜରାସ୍ତାରେ ବସିଲେ ଚାଷୀ ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ରାସ୍ତା ଉପରେ ଧାନ ବୋଝେଇ ଗାଡି ରଖି ରାଜପଥ ଅବରୋଧ କରିଛନ୍ତି । ତେବେ ଚାଷୀଙ୍କର ଅଭିଯୋଗ ହେଉଛି ଯେ, ଦକ୍ଷିଣବାଡ଼ ପଞ୍ଚାୟତରେ ଧାନ ସଂଗ୍ରହ ଦାୟିତ୍ବରେ ଥିବା ଓଁ ବାବା ମହିଳା ଗୋଷ୍ଠୀକୁ ୧୨ ଶହ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ରାତି ସମୟରେ ଟାର୍ଗେଟ ଆସିଥିଲା । କିନ୍ତୁ ଯେଉଁ ଚାଷୀଙ୍କର ପୁରୁଣା ତାରିଖରେ ଟୋକନ ଥିଲା ସେମାନଙ୍କଠାରୁ ଧାନ ନ ନେଇ ପାତରଅନ୍ତର କରି ନୂଆ ତାରିଖରେ ଟୋକନ ପାଇଥିବା ଚାଷୀଙ୍କ ଧାନ ସଂଗ୍ରହ ହୋଇଥିଲା । ଏଥି ସହ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ସମାନ ଅଭିଯୋଗରେ ରାଜପଥ ଅବରୋଧ କରିଛନ୍ତି ।

   Related Posts