କଳାହାଣ୍ଡି ଜିଲ୍ଲାରେ ୟୁରିଆ ସାରର ଅଭାବକୁ ନେଇ କୃଷି ଅଧିକାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଉତ୍ୟକ୍ତ ଚାଷୀ
25/09/2018 at 12:49 AM

କଳାହାଣ୍ଡି ୨୪/୯: କଳାହାଣ୍ଡି ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବକୁ ନେଇ ନର୍ଲା କୃଷି ଅଧିକାରୀ ହୀନସ୍ତା । ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ଉତ୍ୟକ୍ତ ଚାଷୀ , କୃଷି ଅଧିକାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଛନ୍ତି । ଏହାପରେ ଆକ୍ସନ୍ ମୋଡ୍ କୁ ଆସି ବିଭିନ୍ନ ସାର ଗୋଦାମରେ ଚଢ଼ାଉ କରିଛି ଜିଲ୍ଲା ପ୍ରଶାସନ ।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023