ତେଲକୋଇରେ ଥମୁନି ହାତୀପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀକୂଳ
ତେଲକୋଇ ୧୩।୦୯ : କେନ୍ଦୁଝର ତେଲକୋଇ ରେଞ୍ଜ ବିମଳ ଫରେଷ୍ଟ ବିଟ୍ରେ ଥମୁନି ହାତୀପଲଙ୍କ ଉପଦ୍ରବ । ଏକର ଏକର ଧାନଫସଲକୁ ନଷ୍ଟ କରୁଛନ୍ତି ହାତୀପଲ । ଯାହାଫଳରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଉଦୟଗିରି ଗାଁର ୧୫ ଟିକିଆ ହାତୀପଲ ପଶି ଉପଦ୍ରବ ଚଳାଇଥିଲେ । ଗାଁର ୧୦ ଜଣ ଚାଷୀଙ୍କ ୨୦ ଏକରରୁ ଅଧିକ ଧାନଫସଲକୁ ଦଳମକଚି ନଷ୍ଟ କରିଦେଇଛନ୍ତି । ଗାଁର ବିକାଶ ସାହୁ, … Continue reading ତେଲକୋଇରେ ଥମୁନି ହାତୀପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀକୂଳ
Copy and paste this URL into your WordPress site to embed
Copy and paste this code into your site to embed