ଚାଷୀ ଆତ୍ମହତ୍ୟା ନେଇ ପୁଣି ଚର୍ଚ୍ଚାରେ ବରଗଡ଼ ଜିଲ୍ଲା
4/05/2018 at 12:07 PM

ଚାଷୀ ଆତ୍ମହତ୍ୟା ନେଇ ପୁଣି ଚର୍ଚ୍ଚାରେ ବରଗଡ଼ ଜିଲ୍ଲା କନୱାର ଗାଁ
ଆଜି ପୁଣି ଆଉ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି
ତାଙ୍କ ନାଁ ନିରଞ୍ଜନ ଭୋଇ
ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023