ପାଣି ଆବଣ୍ଟନକୁ ତାତିଲେ ଚାଷୀ, ଜିଲ୍ଲାପାଳ ଅଫିସ୍କୁ ଧସେଇ ପଶିଲେ
25/01/2023 at 1:44 PM

ନୂଆପଡା ୨୫/୦୧ ଜିଲ୍ଲାପାଳ ଅଫିସ୍ ଭିତରକୁ ଧସେଇ ପଶିଲେ ଶତାଧିକ ତଳମୁଣ୍ଡ ଚାଷୀ । ଜିଲ୍ଲାପାଳ ଅଫିସ ଭିତରେ ଚାଷୀଙ୍କ ହୋହାଲ୍ଲା ।
ଦୀର୍ଘ ୨୫ ଦିନ ହେବ ପତୋରା ଡ୍ୟାମ ପାଣି ଆବଣ୍ଟନକୁ ନେଇ ଲାଗି ରହିଛି ବିବାଦ । ଗୋଟିଏ ପଟେ ଜିରୋ ହେଡ୍ ରୁ ପାଣି ଦେବାକୁ ଡ୍ୟାମ ହୁଡା ଉପରେ ଉପର ମୁଣ୍ଡ ଚାଷୀଙ୍କ ଧାରଣା ଲାଗି ରହିଥିବା ବେଳେ ଅନ୍ୟପଟେ ତଳମୁଣ୍ଡ ଚାଷୀ ପାଣି ପାଇଁ ଆଜି ଜିଲ୍ଲାପାଳ ଅଫିସ ଭିତରକୁ ପଶି ହୋହାଲ୍ଲା କରୁଛନ୍ତି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023