Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ପାଣି ଆବଣ୍ଟନକୁ ତାତିଲେ ଚାଷୀ, ଜିଲ୍ଲାପାଳ ଅଫିସ୍‌କୁ ଧସେଇ ପଶିଲେ

25/01/2023 at 1:44 PM

ନୂଆପଡା ୨୫/୦୧ ଜିଲ୍ଲାପାଳ ଅଫିସ୍ ଭିତରକୁ ଧସେଇ ପଶିଲେ ଶତାଧିକ ତଳମୁଣ୍ଡ ଚାଷୀ । ଜିଲ୍ଲାପାଳ ଅଫିସ ଭିତରେ ଚାଷୀଙ୍କ ହୋହାଲ୍ଲା ।

ଦୀର୍ଘ ୨୫ ଦିନ ହେବ ପତୋରା ଡ୍ୟାମ ପାଣି ଆବଣ୍ଟନକୁ ନେଇ ଲାଗି ରହିଛି ବିବାଦ । ଗୋଟିଏ ପଟେ ଜିରୋ ହେଡ୍ ରୁ ପାଣି ଦେବାକୁ ଡ୍ୟାମ ହୁଡା ଉପରେ ଉପର ମୁଣ୍ଡ ଚାଷୀଙ୍କ ଧାରଣା ଲାଗି ରହିଥିବା ବେଳେ ଅନ୍ୟପଟେ ତଳମୁଣ୍ଡ ଚାଷୀ ପାଣି ପାଇଁ ଆଜି ଜିଲ୍ଲାପାଳ ଅଫିସ ଭିତରକୁ ପଶି ହୋହାଲ୍ଲା କରୁଛନ୍ତି ।

   Related Posts