କଳାହାଣ୍ଡିରେ ଚକଡା ଯୋଗୁଁ ଫସଲ ନଷ୍ଟ ; ଚାଷ ଜମିରେ ନିଆଁ ଲଗାଇଲେ ଚାଷୀ
31/10/2018 at 11:24 AM

କଳାହାଣ୍ଡି ୩୧|୧୦: ଚକଡା ଯୋଗୁଁ ଫସଲରେ ନିଆଁ ଲଗାଇଲେ ଚାଷୀ । କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ୍ ରିଷଡା ଗାଁରେ ଚାଷୀ ଚକଡା ରୋଗରେ ନଷ୍ଟ ଫସଲକୁ ନିଆଁ ଲଗାଇଲେ । ରିଷିଡାର ଚାଷୀ ହିମାଂଶୁ ରଣାଙ୍କର ଚକଡା ରୋଗରେ ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା କାରଣରୁ ନିଆଁ ଲଗାଇ ଥିବା କହିଛନ୍ତି । ହିମାଂଶୁଙ୍କ ୧ ଏକର ଧାନ ଚାଷରେ ଚକଡା ରୋଗ ଲାଗିଥିଲା କୀଟନାଶକ ପ୍ରୟୋଗ ସତ୍ତ୍ବେ ଫସଲ ନଷ୍ଟ ହୋଇଥିଲା । ସେହିପରି କେବଳ ରିଷିଡା ଗାଁ ରେ ୩୦ରୁ ଉର୍ଦ୍ଧ୍ବ ଏକର ଧାନ ଚାଷ ଚକଡା ରୋଗରେ ନଷ୍ଟ ହୋଇଥିବା ଚାଷୀ ଆଭିଯୋଗ କରିଥିବା ବଳେ କୃଷି ବିଭାଗ କ୍ଷେତ୍ର ପରିଦର୍ଶନକୁ ଆସୁ ନଥିବା ଚାଷୀ ଆଭିଯୋଗ କରୁଛନ୍ତି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023