suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

କଳାହାଣ୍ଡିରେ ଚକଡା ଯୋଗୁଁ ଫସଲ ନଷ୍ଟ ; ଚାଷ ଜମିରେ ନିଆଁ ଲଗାଇଲେ ଚାଷୀ

31/10/2018 at 11:24 AM

କଳାହାଣ୍ଡି ୩୧|୧୦:   ଚକଡା ଯୋଗୁଁ ଫସଲରେ ନିଆଁ ଲଗାଇଲେ ଚାଷୀ । କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ୍ ରିଷଡା ଗାଁରେ ଚାଷୀ ଚକଡା ରୋଗରେ ନଷ୍ଟ ଫସଲକୁ ନିଆଁ ଲଗାଇଲେ । ରିଷିଡାର ଚାଷୀ ହିମାଂଶୁ ରଣାଙ୍କର ଚକଡା ରୋଗରେ ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା କାରଣରୁ ନିଆଁ ଲଗାଇ ଥିବା କହିଛନ୍ତି । ହିମାଂଶୁଙ୍କ ୧ ଏକର ଧାନ ଚାଷରେ ଚକଡା ରୋଗ ଲାଗିଥିଲା କୀଟନାଶକ ପ୍ରୟୋଗ ସତ୍ତ୍ବେ ଫସଲ ନଷ୍ଟ ହୋଇଥିଲା । ସେହିପରି କେବଳ ରିଷିଡା ଗାଁ ରେ ୩୦ରୁ ଉର୍ଦ୍ଧ୍ବ ଏକର ଧାନ ଚାଷ ଚକଡା ରୋଗରେ ନଷ୍ଟ ହୋଇଥିବା ଚାଷୀ ଆଭିଯୋଗ କରିଥିବା ବଳେ କୃଷି ବିଭାଗ କ୍ଷେତ୍ର ପରିଦର୍ଶନକୁ ଆସୁ ନଥିବା ଚାଷୀ ଆଭିଯୋଗ କରୁଛନ୍ତି ।

   Related Posts