୮ଟି ରାଜ୍ୟରେ କୃଷକ ଆନ୍ଦୋଳନ

Published By : Prameya-News7 Bureau | June 01, 2018 IST

ବିଭିନ୍ନ କୃଷକ ସଂଗଠନ ଆଜି ସକାଳୁ ୧୦ ଦିନିଆ ପ୍ରତିବାଦ ଆନ୍ଦୋଳନ ଆରମ୍ଭ କରିଛନ୍ତି | ତେବେ ସେମାନେ ରାସ୍ତାକୁ ଓହ୍ଲାଇ ନାରାବାଜି କରିବା ବଦଳରେ ପନିପରିବା ଓ କ୍ଷୀର ଯୋଗାଣ ବନ୍ଦ କରିଛନ୍ତି | ତେବେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶ,ମହାରାଷ୍ଟ୍ର,ପଞ୍ଜାବ,ହରିୟାଣା,ରାଜସ୍ଥାନ,ଉତ୍ତରପ୍ରଦେଶ,କର୍ଣ୍ଣାଟକ ଓ ଛତିଶଗଡ଼ର ଚାଷୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.