ଚାଷୀ ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ : 9pm Discussion (06.11.2018)
7/11/2018 at 2:54 AM

ଆଜିର ବିତର୍କ – ଚାଷୀ ମୋହରା ।
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନ ପଛର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଲାଣି । ଚାଷୀ ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ରାଜ୍ୟର କିଛି ଆଗଧାଡ଼ିର ଚାଷୀନେତା । ନବ ନିର୍ମାଣ କୃଷକ ସଂଗଠନ ଆଣିଥିବା ସମସ୍ୟା ପ୍ରକୃତ ସମସ୍ୟା ନୁହେଁ ବୋଲି ସେମାନେ କହିଛନ୍ତି । ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ କିଛି ନେତା , ଚାଷୀଙ୍କୁ ବ୍ୟବହାର କରୁଥିବା ଆରୋପ ଆସିଛି । ସେପଟେ ରାଜନୈତିକ ଦଳ ଭିତରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି ।
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023