ବିଦ୍ୟୁତ ସଂସ୍ପର୍ଶରେ ଆସି କୃଷକଙ୍କ ମୃତ୍ୟୁ
19/12/2022 at 11:45 PM

ପାଟଣା ୧୯/୧୨: ବିଦ୍ୟୁତ ଆଘାତରେ କୃଷକଙ୍କ ମୃତ୍ୟୁ। ଏପରି ଦୁଃଖଦନୀୟ ଘଟଣା ତୁରୁମୁଙ୍ଗା ଥାନା ସାନଗମ୍ଭାରିଆ ଗାଁରେ ଦେଖିବାକୁ ମିଳିଛି। ମୃତକ ଚାଷୀଙ୍କ ପରିଚୟ ନାରଣ ମୁଣ୍ଡା। ସେ ବଗିଚାରେ ପରିବା ଚାଷ ପାଇଁ ପାଣି ମୋଟରରେ କ୍ଷେତକୁ ପାଣି ମଡାଉଥିଲେ। ଏହି ସମୟରେ ସର୍ଟ ସର୍କିଟ ପାଇଁ ବିଦ୍ୟୁତ ଆଘାତ ଲାଗି ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି l
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023