ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଜଙ୍ଗଲୀ ଦନ୍ତା ମୁହଁରୁ ଅଳ୍ପକେ ବର୍ତିଲେ ଚାଷୀ; ଦେଖନ୍ତୁ ଭିଡିଓ

13/07/2022 at 11:01 PM

ଆଠମଲ୍ଲିକ ୧୩/୦୭: ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜ୍‌ର ପ୍ରତାପପୁର ଗାଁ ପାଖରେ ହାତୀ ଉପଦ୍ରବ କରୁଥିବା ଦେଖିବାରୁ ମିଳିଛି। ବନକର୍ମଚାରୀ ଓ ଗାଁଲୋକମାନେ ମିଳିତ ଭାବେ ନିଆଁ ଓ ବାଣ ଫୁଟାଇ ହାତୀ ଘଉଡ଼ାଉ ଥିଲେ। ଏହି ସମୟରେ ଜଣେ ଚାଷୀଙ୍କୁ ତାଙ୍କ ଚାଷ ଜମିରୁ ହାତୀ ଘଉଡ଼ାଇବା ସମୟରେ ଦନ୍ତା ହାତୀ ଆକ୍ରମଣ ପାଇଁ ଗୋଡ଼ାଇ ଥିଲା। ସୌଭାଗ୍ୟବସତଃ କୃଷକଜଣଙ୍କ ହାତୀ ପାଖରୁ ମରଣ ମୁହଁରୁ ରକ୍ଷା ପାଇଛନ୍ତି। ଏହାର ଦୃଶ୍ୟ ମୋବାଇଲ କ୍ୟାମେରାରେ ରେକର୍ଡ ହେଇଛି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

   Related Posts