୧୧ କେଭି ବିଦ୍ୟୁତ ତାର ସଂପ୍ପର୍ଶ ରେ ଆସି ଯୁବ ଚାଷୀ ମୃତ୍ୟୁ

Published By : Prameya-News7 Bureau | September 03, 2018 IST

କଳାହାଣ୍ଡି ୦୩/୯ : ଚାଷ ଜମିରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ ତାର ସଂପ୍ପର୍ଶରେ ଆସି ଯୁବ ଚାଷୀ ମୃତ୍ୟୁ । କଳାହାଣ୍ଡି କଲମପୁର ବ୍ଲକ ଦୁଲକୀବନ୍ଧ ଗାଁର ଘଟଣା । ମୃତକ ଜଣକ ହେଲେ ଏମ.ଶ୍ୟାମ କୁମାର । ଉତ୍ୟକ୍ତ ଲୋକଙ୍କ କୁଟ୍ରୃ ଠାରେ କ୍ଷତିପୂରଣ ଦାବୀରେ ରାସ୍ତାରୋକ । ଜୟପାଟଣା-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.