oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଚିରା ଫଟା ଡ୍ରେସ୍ ପିନ୍ଧି ପୁଣି ଟ୍ରୋଲ୍ ହେଲେ ଅଭିନେତ୍ରୀ ନିଆ ଶର୍ମା ; ଫଟୋ ଦେଖି ୟୁଜର୍ସ କହିଲେ ଏମିତି…

13/08/2021 at 6:09 PM

ମୁମ୍ବାଇ ୧୩/୦୮ : ଟିଭି ଅଭିନେତ୍ରୀ ନିଆ ଶର୍ମାଙ୍କ ପିଛା ଛାଡୁନି ବିବାଦ । ସେ ତାଙ୍କର ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଆ ସବୁବେଳେ ନିଜର ବୋଲ୍ଡନେସ୍ ଓ ଗ୍ଲାମରସ୍ ଷ୍ଟାଇଲ ପାଇଁ ଛୋଟ ପରଦାରେ ବେଶ୍ ଜଣାଶୁଣା । ତାଙ୍କ ଫ୍ୟାନ୍ସମାନେ ତାଙ୍କ ବୋଲ୍ଡନେସ୍ ଦେଖିବାକୁ ପାଗଳ । ହେଲେ ପୂର୍ବରୁ ନିଆ ବ୍ୟାକଲେସ୍ ଡ୍ରେସ୍ ପିନ୍ଧି ଟ୍ରୋଲରଙ୍କ ଶିକାର ହୋଇଥିଲେ । ବର୍ତ୍ତମାନ ସେ ତାଙ୍କର ଆଉ ଏକ ବୋଲ୍ଡ ଫଟୋ ସେୟାର କରି ସୋସିଆଲ ମିଡିଆରେ ପୁଣି ଥରେ ଟ୍ରୋଲ ହୋଇଛନ୍ତି ।

କିନ୍ତୁ ଏଥର ବ୍ୟାକଲେସ୍ ନୁହେଁ ବରଂ ଫଟା ଡ୍ରେସ୍‌ ପିନ୍ଧି ଏହାର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ନିଆ । ଏହାକୁ ଦେଖି ନିଆଙ୍କ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ସେହି ଫଟୋରେ ନିଆ ପିଙ୍କ୍ ବ୍ଲେଜର ସହ ହ୍ବାଇଟ୍ କଲରର ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ନିଆଙ୍କ ଏହି ଫଟୋ ଖୁବ୍ ଫ୍ୟାସିନେଟିଙ୍ଗ ଦେଖାଯାଉଛି। କିନ୍ତୁ ୟୁଜର୍ସଙ୍କ ନିଆଙ୍କ ଏହି ଫଟୋ ପସନ୍ଦ ଆସି ନାହିଁ । ତେବେ ନିଆ ଏହି ଫଟୋରେ ମିନିମଲ୍ ମେକଅପ୍ ସହ ଜୁଏଲେରୀକୁ ନେଇ ବୋଲ୍ଡ ଏକ୍ସପେରିମେଣ୍ଟ କରିଛନ୍ତି ।

କିନ୍ତୁ ନିଆଙ୍କର ଏହି ଫଟୋ ଗୁଡିକ ମାତ୍ର ନଅ ଘଣ୍ଟା ମଧ୍ୟରେ ଦୁଇ ଲକ୍ଷରୁ ଅଧିକ ଥର ଲାଇକ୍ କରାଯାଇଛି । କିନ୍ତୁ କମେଣ୍ଟରେ ଲୋକେ ତାଙ୍କୁ ଖୁବ୍ ଜବରଦସ୍ତ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି ଭିତରେ ଟପ୍ ପିନ୍ଧିବା ଭୁଲି ଯାଇଛନ୍ତି କି ? ଏହାକୁ ନେଇ ଆଉ ଜଣେ ଲେଖିଛନ୍ତି କି, ଆପଣ ତ ଭିକାରୀମାନଙ୍କୁ ପଛରେ ପକାଇଦେଲ । ଅନ୍ୟ ୟୁଜର୍ସ ଲେଖିଛନ୍ତି କି ଅଭିନେତ୍ରୀମାନେ ଯେତେ ଧନୀ ହେଲେ ବି ପୋଷାକ ସେତିକି ଗରିବ ହୋଇଥାଏ । ନିଆ ଟେଲି ଧାରାବାହିକ ଏକ ହଜାରୋଁ ମେଁ ମେରୀ ବେହନା ହୈ , ଜମାଇ ରାଜା, କୁବୁଲ୍ ହୈ, ଆପ୍ କେ ଆଜାନେ ସେ , ନାଗିନ-୩, ନାଗିନ-୫ରେ  ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି ।

   Related Posts