ବାସ୍ ବହୁତ ହୋଇଗଲା…ଏଣିକି ଷ୍ଟ୍ରଙ୍ଗ ଡିସିସନ୍, ଫେସବୁକ୍‌ରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଝଟକା ଦେଲେ ଅନୁଭବ

ଭୁବନେଶ୍ୱର ୦୬/୦୬: ସୋସିଆଲ ମିଡିଆରେ ଅନୁଭବ ମାରିଲେ ତେରଛା ବାଣ । ଫେସବୁକ୍‌ରେ କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦେଇଛନ୍ତି ଝଟକା । ସୋସିଆଲ ମିଡିଆରେ ସାଂସଦ ଲେଖିଥିବା ମନକଥାକୁ ନେଇ ଏବେ ବହୁତ ଚର୍ଚ୍ଚା । ତେବେ ଏହି ପୋଷ୍ଟରେ ସେ କହିଛନ୍ତି ଖୁବ୍ ଶୀଘ୍ର ନେବେ ବଡ ନିଷ୍ପତ୍ତି । ଏନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି । ତେବେ ସେ ଆହୁରି ଲେଖିଛନ୍ତି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନୁରୋଧ କରି … Continue reading ବାସ୍ ବହୁତ ହୋଇଗଲା…ଏଣିକି ଷ୍ଟ୍ରଙ୍ଗ ଡିସିସନ୍, ଫେସବୁକ୍‌ରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଝଟକା ଦେଲେ ଅନୁଭବ