ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ

Published By : Prameya-News7 Bureau | April 23, 2018 IST

ବାଲିଅନ୍ତା ଥାନା ବେଣ୍ଟପୁରର ପୀତବାସ ଦାସଙ୍କ ସହ ବାଳକୃଷ୍ଣ ଦାସଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ଆଜି ପୀତବାସ ଘରେ ନଥିବା ବେଳେ ବାଳକୃଷ୍ଣଙ୍କ ପରିବାର ପୀତବାସଙ୍କ ଘରେ ପଶି ଅଶ୍ଳୀଳ ଗାଳିଗୁଲଜ କରିଥିଲେ ଘରେ ପଶି କ୍ୟାମେରା ସହ ଅନ୍ୟାନ୍ୟ ଆସବାବ ମଧ୍ୟ ଭାଙ୍ଗିଦେଇଥିଲେ ବେକରୁ ସୁନା ଚେନ ମଧ୍ୟ ଛଡାଇ ନେଇଛନ୍ତି ବାଲିଅନ୍ତା ଥାନାରେ ମାମଲା ରୁଜ୍ଜୁ ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.