ଘରୋଇ କଳହକୁ ନେଇ ଆକ୍ରମଣ, ଭାଇକୁ ହାଣିଲା ଭାଇ
ଜଳେଶ୍ୱର ୧୮।୦୯ : ଭାଇକୁ ହାଣିଲା ଭାଇ । ଘରୋଇ କଳହକୁ କେନ୍ଦ୍ର କରି କଟୁରୀରେ ଆକ୍ରମଣ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ୱର ଜିଲ୍ଲା ଲଙ୍ଗେଳଶ୍ୱର ଗାଁରେ ଘଟିଛି ଘଟଣା । ଖବର ଅନୁଯାୟୀ, ଲଙ୍ଗଳେଶ୍ବର ଗାଁର ସୁଶାନ୍ତ ଗିରି ରବିବାର ସଂଧ୍ୟାରେ କୌଣସି କଥାକୁ ନେଇ ତାଙ୍କ ମାଙ୍କ ସହ ଝଗଡା ହୋଇ ଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସୁଶାନ୍ତ ତାଙ୍କ ମାଙ୍କୁ ଆକ୍ରମଣ କରିବା ସହ ତାଙ୍କ … Continue reading ଘରୋଇ କଳହକୁ ନେଇ ଆକ୍ରମଣ, ଭାଇକୁ ହାଣିଲା ଭାଇ
Copy and paste this URL into your WordPress site to embed
Copy and paste this code into your site to embed