ବିବାହର ୨ମାସ ପରେ ନିର୍ଯାତନା, ବୋହୂକୁ ଚେଙ୍କ ଦେଇ ଜେଲ୍‌ ଗଲେ ଅଧ୍ୟାପିକା ଶାଶୁ ଓ ସ୍ୱାମୀ

ଭୁବନ ୨୦।୦୮:  ବୋହୂକୁ ଗରମ ଚେଙ୍କ ଦେଇ ଜେଲ୍ ଗଲେ ଅଧ୍ୟାପିକା ଶାଶୁ ଓ ସ୍ବାମୀ । ସରକାରୀ କଲେଜ ଅଧ୍ୟାପିକା ହୋଇ ମଧ୍ୟ କେବଳ ରୁଟି ପୋଡିଯିବାରୁ ବୋହୂକୁ ଚେଙ୍କ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଜଗତସିଂହପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ,  ଢେଙ୍କାନାଳ ଜିଲ୍ଲା ଭୁବନ NAC ଓ୍ବାର୍ଡ ନମ୍ବର ୧ର ଲତାବିଲ ସାହିର ଭାଗିରଥୀ ବେହେରାଙ୍କ ଝିଅ ଜଗତସିଂହପୁର ଟାଉନରେ ବିବାହ କରିଥିଲେ। ବିବାହର ୨ … Continue reading ବିବାହର ୨ମାସ ପରେ ନିର୍ଯାତନା, ବୋହୂକୁ ଚେଙ୍କ ଦେଇ ଜେଲ୍‌ ଗଲେ ଅଧ୍ୟାପିକା ଶାଶୁ ଓ ସ୍ୱାମୀ