suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୁବନେଶ୍ୱର ରେଳଷ୍ଟେସନରୁ ୩ଲକ୍ଷ ଟଙ୍କାର ଜାଲ ନୋଟ ଜବତ

25/05/2018 at 6:24 AM

ଭୁବନେଶ୍ୱର ରେଳଷ୍ଟେସନରୁ ରାଜସ୍ୱ ଗୁଇନ୍ଦା ଵିଧାଗ ୩ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି । କାମାକ୍ଷା-ଯଶୱନ୍ତପୁର ଏକ୍ସପ୍ରେସରୁ ଏହି ନକଲି ୨୦୦୦ଟଙ୍କିଆ ନୋଟ ସବୁ ଜବତ ହୋଇଛି । ଜଣେ ବାଂଲାଦେଶୀ ଯୁବକ ଏହି ଟଙ୍କା ନେଇ ବାଙ୍ଗାଲୁରୁ ଯାଉଥିଲା । ତେବେ ଖବର ପାଇଁ ରଜସ୍ଵଗୁଇନ୍ଦା ବିଭାଗ ଭୁବନେଶ୍ୱର ଷ୍ଟେସନ ଠାରେ କାମାକ୍ଷା-ଯଶୱନ୍ତପୁର ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ମାତ୍ରେ ଚଢ଼ଉକରି ଏହି ସବୁ ଟଙ୍କା ଜବତ କରିଛି । ବାଂଲାଦେଶରେ ଏହି ଜାଲ ନୋଟ ପ୍ରସ୍ତୁତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମ୍ପୃକ୍ତ ଯୁବକକୁ ଅଟକ ରଖି ଗୁଇନ୍ଦା ବିଭାଗ ଅଧିକ ପଚରାଉଚରା କରୁଛି ।

Leave a Reply

   Related Posts