ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ୩ ଗିରଫ

6/03/2020 at 3:09 PM

ବରଗଡ ୬।୩: ବରଗଡ ଭଟଲିରୁ ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ନକଲି ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ଜବତ ହୋଇଥିବା ଜଣାପଡିଛି ।

ଗିରଫ ୩ଜଣ ହେଲେ ଛତିଶଗଡ ରାଇଗଡର ମଙ୍ଗଲୁ ମାଲଖାର, କଟକର ସୁଦର୍ଶନ ମହାନ୍ତି, ବରଗଡର ପ୍ରଫୁଲ୍ଲ ମେହେର ।

   Related Posts