କଟକରୁ ନକଲି ମୋବିଲ କାରଖାନା ଠାବ
7/10/2018 at 3:35 PM

କଟକ ୭/୧୦ : ନକଲି ମୋବିଲ କାରଖାନା ଉପରେ ଚଢ଼ାଉ | କଟକ ଭଇରିପୁରରେ ନକଲି ମୋବିଲ କାରଖାନା ଉପରେ ଚଢ଼ାଉ କରିଛି ଜଗତପୁର ପୋଲିସ | କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ମୋବିଲ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ |
Related Posts
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023