ନକଲି ମେଡିସିନ ବିକ୍ରି ପ୍ରସଙ୍ଗ, ଦୁଇଦିନିଆ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ
15/09/2022 at 1:36 PM

କଟକ ୧୫।୦୯: ନକଲି ମେଡିସିନ ବିକ୍ରି ପ୍ରସଙ୍ଗ । ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ। ଗୁରୁବାରଠୁ ଦୁଇଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ। ପାଞ୍ଚ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୁରୀଘାଟ ଥାନା ପୋଲିସ। ଦୁଇ ଅଭିଯୁକ୍ତଙ୍କ ତିନିଟି ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କାକୁ ଫ୍ରିଜ କରିଛି ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜରସ୍ ମାଲିକ ସଞ୍ଜୟ ଜଲାନ ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023