ନକଲି ମାଓବାଦୀ ଗିରଫ
18/05/2018 at 12:03 PM

ମାଓବାଦୀଙ୍କ ନାଁରେ ବାଟି ଆଦାୟ କରୁଥିବା ଅଭିଯୋଗରେ ୨ ଗିରଫ …. ଗିରଫ ଦୁଇଜଣ ହେଲେ ତ୍ରିଲୋଚନ ମୁଣ୍ଡା ଓ ବାବୁଲାଲ ଖୁଣ୍ଟିଆ …. ଯୋଡ଼ା ଅଂଚଳର ଏହି ଦୁଇ ଅଭିଯୁକ୍ତ ମାଓବାଦୀ ନାଁରେ ଚାନ୍ଦ ମାଗୁଥିଲେ …. ଫୋନ କଲ କରି ଧମକ ମଧ୍ୟ ଦେଉଥିଲେ …. ଏନେଇ ପୋଲିସରେ ଅଭିଯୋଗ ହୋଇଥିଲା …. ପୋଲିସ ତଦନ୍ତ କରି ସେମାନଙ୍କୁ ଗିରଫ କରିଛି ….