ନକଲି ଜର୍ଦ୍ଦା ଜବତ : ଜଣେ ଗିରଫ

Published By : Prameya-News7 Bureau | November 25, 2019 IST

ଭଦ୍ରକ ୨୫/୧୧: ବାଇକ ସହ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି।ଏହି ମାମଲାରେ ଜଣକୁ ଗିରଫ କରାଯାଇଛି। ନକଲି ଜର୍ଦ୍ଦା ଆଡ୍ଡା ଉପରେ ଚଢ଼ାଉ କରିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ।

{"id":189514,"sizeSlug":"large"}

ମିର୍ଜାପୁର ଅଞ୍ଚଳରେ ବେଆଇନ ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ପୁରୁଣାବଜାର ପୋଲିସ ଚଢ଼ାଉ କରି ସେକ ବବଲୁକୁ ଗିରଫ କରିଥିବା ସୂଚନା ମିଳିଛି । ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଖାଲି ଡବା ଓ ଲେବୁଲକୁ ମଧ୍ୟ ପୋଲିସ ଜବତ କରିଛି ।ନକଲି ଜର୍ଦ୍ଦା ପାଇଁ ଆବଶ୍ୟକୀୟ କେମିକାଲ  , ସେଣ୍ଟ ଓ  ନକଲି ଜର୍ଦ୍ଦାପତି  ପୋଲିସ ହାତରେ ଲାଗିଛି ।.

{"id":189515,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.