ରାଜଧାନୀରେ ପୁଣି ନକଲି ଇଲେକ୍ଟ୍ରୋ ହୋମିଓପାଥି ଡାକ୍ତର ସକ୍ରିୟ
8/05/2018 at 6:51 AM

କିଛି ଦିନ ତଳେ ଇଲେକ୍ଟ୍ରୋ ହୋମିଓପାଥି ଡାକ୍ତର ଚଳାଇଥିବା ସାଙ୍ଘାତିକ ବେପାର ସମ୍ପର୍କରେ ଷ୍ଟିଙ୍ଗ ଅପରେସନ କରିଥିଲା News7 | କିଛି ଦିନ ଚୁପ ରହିବା ପରେ ପୁଣି ଥରେ ରାଜଧାନୀରେ କ୍ଲିନିକ ଖୋଲି ବେଶ ଆରାମରେ ବେପାର ଆରମ୍ଭ କରିଦେଇଛନ୍ତି ଏହି ନକଲି ଡାକ୍ତର | ଖବର ପାଇ News7 ଟିମ ପୁଣି ପହଞ୍ଚିଥିଲା ଏହିପରି ଏକ କ୍ଲିନିକରେ | ହେଲେ News7 ପ୍ରତିନିଧିଙ୍କୁ ମିଛ କେଶରେ ଫସାଇବାର ଧମକ ମିଳିଥିଲା |