ନକଲି ଜିନିଷର ଆସର ପାଲଟିଛି କଟକ ; ଜଗତପୁରରେ ନକଲି ସିମେଣ୍ଟ କାରାଖାନା ଠାବ
6/05/2018 at 7:52 AM

କଟକ ଜଗତପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରାଖାନା ଠାବ ହୋଇଛି … ୭,୫୦୦ ବସ୍ତା ନକଲି ସିମେଣ୍ଟ ଜବତ କରାଯାଇଛି … ଏହାସହ ୨୩୮୦ ଖାଲି ବସ୍ତା ମଧ୍ୟ ଜବତ କରିଛି ପୋଲିସ … ଘଟଣାରେ ଜଣକୁ ଗିରଫ କରିଛି ପୋଲିସ … ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ବରର ଲଳିତ କୁମାର ଜୈନ … ଇଣ୍ଡିଆ ସିମେଣ୍ଟ ନାମରେ ବନାଉଥିଲେ ସିମେଣ୍ଟ … ନକଲି ସିମେଣ୍ଟ କାରଖାନା ଖବର ପାଇ ଚଢାଉ କରିଥିଲା ପୋଲିସ ….
Related Posts
ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
24 March 2023
ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
24 March 2023