AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କାଳବୈଶାଖୀ ଯୋଗୁଁ ଦୁଇ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି

9/05/2020 at 5:12 PM

ମୁନିଗୁଡା୯/୫: ଲକଡାଉନ୍ ଯୋଗୁଁ ଲୋକେ ଘରୁ ବହାରିପାରୁ ନଥିବା ବେଳେ ଦାଉ ସାଧିଛି କାଳବୈଶାଖୀ ଓ ପ୍ରଭାବିତ ହୋଇଛନ୍ତି ୨୫ରୁ ଅଧିକ ପରିବାର ।

 ଗତକାଲି ରାତିରେ କାଳବୈଶାଖୀର ପ୍ରଭାବରେ ବିଷମକଟକ ବ୍ଲକ ଥୁଆପାଡି ପଞ୍ଚାୟତର ଘାଗୁଡିପଦର ଓ ଥୁଆପାଡି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କାଳ ବୈଶାଖୀ ଫଳରେ କାହା ଘରର ଟିଣ ଉଡ଼ାଇ ଦେଇଛିତ ଆଉ କାହାର କାନ୍ଥ ପଡ଼ିଯାଇଛି । ଏପରିକି ବିଭିନ୍ନ ସ୍ଥାନରେ  ଗଛପଡ଼ି ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣା ପଡ଼ିଛି । ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି କ୍ଷୟ କ୍ଷତିର ଆକଳନ ଆରମ୍ଭ କରିଛନ୍ତି।

   Related Posts