LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏଟିଏମ୍‌ ଲୁଟ ଘଟଣାର ପର୍ଦ୍ଦାଫାଶ: ୨ ଅଭିଯୁକ୍ତ ଗିରଫ, ଅଧିକ ତଦନ୍ତ ପାଇଁ ଛାନ୍‌ଭିନ୍ ଆରମ୍ଭ କଲା କମିଶନରେଟ୍ ପୋଲିସ୍

6/11/2020 at 12:14 PM

ଭୁବନେଶ୍ବର୬/୧୧: ଏଟିଏମ୍‌ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସକୁ ମିଳିଛି ବଡ ସଫଳତା। ଇନଫୋସିଟି ଥାନା ଅଂଚଳରେ ଏଟିଏମ ଲୁଟ ଘଟଣାର ଅଭିଯୁକ୍ତଙ୍କ ପତ୍ତା ପାଇଛି ପୋଲିସ। ଅଭିଯୁକ୍ତମାନେ ରାଜ୍ୟ ବାହାରର ହୋଇଥିବା ବେଳେ ଅନ୍ୟ ଘଟଣାରେ ଜେଲ ଭିତରେ ଥିଲେ। ମୁକିଳିବା ପରେ ରାଜଧାନୀରେ ଲୁଟ୍‌ପାଟ୍ ଆରମ୍ଭ କରିଛନ୍ତି।

ଅଭିଯୁକ୍ତ ଲୁଟ ଟଙ୍କାକୁ ବିଟ କଏନରେ ବିନିଯୋଗ କରିଥିବା ଜଣାପଡ଼ିଛି। ରିମାଣ୍ଡରେ ଆଣି ଟଙ୍କା ରିକଭରି ପାଇଁ ଚେଷ୍ଟା ଚଲାଇଛି ପୋଲିସ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

   Related Posts