ବାୟୁସେନା ବେସ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ

Published By : Prameya-News7 Bureau | December 11, 2019 IST

କାବୁଲ ୧୧।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ପୁଣି ବୋମା ବିସ୍ଫୋରଣ । କାବୁଲ ନିକଟ ବଗରାମରେ ଆମେରିକା ବାୟୁ ସେନା ବେସ୍ ନିକଟରେ ଥିବା ଚିକିତ୍ସା ଶିବିର ନିକଟରେ ଏକ ଶକ୍ତିଶାଳି ଆତ୍ମଘାତୀ ବୋମା ବିସ୍ଫୋରଣ ହେବାର ସୂଚନା ମିଳିଛି । ଆତ୍ନଘାତୀ ବିସ୍ଫୋରଣରେ କୌଣସି ମୃତାହାତର ସୂଚନା ମିଳିନଥିବା ବେଳେ ସୈନ୍ୟ ବେସ୍‌ର ଗେଟ୍‌କୁ ନଜରରେ ରଖି ବିସ୍ଫୋରଣ କରାଯାଇଛି ବୋଲି ଆମେରିକା ସେନା କହିଛି ।

wp:core-embed/twitter {"url":"https://twitter.com/ANI/status/1204607605290631168","type":"rich","providerNameSlug":"twitter","className":""}
https://twitter.com/ANI/status/1204607605290631168
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.