ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବାୟୁସେନା ବେସ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ

11/12/2019 at 11:03 AM

କାବୁଲ ୧୧।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ପୁଣି ବୋମା ବିସ୍ଫୋରଣ । କାବୁଲ ନିକଟ ବଗରାମରେ ଆମେରିକା ବାୟୁ ସେନା ବେସ୍ ନିକଟରେ ଥିବା ଚିକିତ୍ସା ଶିବିର ନିକଟରେ ଏକ ଶକ୍ତିଶାଳି ଆତ୍ମଘାତୀ ବୋମା ବିସ୍ଫୋରଣ ହେବାର ସୂଚନା ମିଳିଛି । ଆତ୍ନଘାତୀ ବିସ୍ଫୋରଣରେ କୌଣସି ମୃତାହାତର ସୂଚନା ମିଳିନଥିବା ବେଳେ ସୈନ୍ୟ ବେସ୍‌ର ଗେଟ୍‌କୁ ନଜରରେ ରଖି ବିସ୍ଫୋରଣ କରାଯାଇଛି ବୋଲି ଆମେରିକା ସେନା କହିଛି ।

   Related Posts