ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅବକାରୀ ଚଢାଉ, ହଜାରେ ଲିଟର ଦେଶୀ ମଦ ଜବତ

Published By : Prameya-News7 Bureau | November 18, 2023 IST

ଭୁବନେଶ୍ବର ୧୮।୧୧: ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରିଛି । ଚଢାଉ ବେଳେ ୧୯ ଜଣ ପୁରୁଷ ଓ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଶନିବାର ସକାଳୁ ସାଲିଆ ସାହିର ବିଭିନ୍ନ ବସ୍ତିରେ ମିଳିତ ଚଢାଉ କରିଥିଲା କଟକ ଫ୍ଲାଇଂ ସ୍କ୍ୱାର୍ଡ । ଭୁବନେଶ୍ବର ଅବକାରୀ ବିଭାଗ ଅଭିଯୁକ୍ତ ମାନଙ୍କ ନିକଟରୁ ହଜାରେ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହା ସହ ୩ ହାଜର ୫୦୦ଲିଟର ପୋଚ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

You Can Read :

wp:embed {"url":"https://www.prameyanews7.com/mantri-parishad-meeting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mantri-parishad-meeting/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.