Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମଦ ଜବତ, ୨ ଗିରଫ

11/12/2020 at 12:50 PM

ଅନୁଗୋଳ ୧୧।୧୨: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଡେରେଙ୍ଗ ଗାଁରେ ତାଳଚେର ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି । ଏଥିସହ ୨ ଜଣଙ୍କୁ ଗିରଫ କରିଛି । ଡେରେଙ୍ଗ ଗ୍ରାମରେ ବେଆଇନ ଦେଶୀ ମଦ ତିଆରି ଓ ବିକ୍ରି ଖବର ପାଇ ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ୧୬୦ଲିଟର ପ୍ରସ୍ତୁତ ମଦ, ୩୯୦୦ କେଜି ମହୁଲ ପୋଚ ଓ ୧୫ ଲିଟର ବିଦେଶୀ ମଦ ମଧ୍ୟ ଜବତ କରାଯାଇଛି । ବେଆଇନ ମଦ କାରବାର ଅଭିଯୋଗରେ ଡେରେଙ୍ଗ ଗ୍ରାମର ଅଭୟ ସାହୁ ଓ ବୁଦ୍ଧିଆ ସାହୁଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

   Related Posts