scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଶା କାରବାର ରୋକିବା ପାଇଁ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ; ଗୁଡ଼ାଖୁ ବ୍ୟବସାୟୀଙ୍କ ଘରେ ଚଢ଼ାଉ

6/05/2018 at 1:01 PM

ବାଲେଶ୍ବରରେ ଅବକାରୀ ବିଭାଗ ଏବେ ସୁପ୍ତ ହୋଇ ଯାଇଛି। ସେ ଠିକ୍ ଭାବରେ କାର୍ଯ୍ୟ କରୁନାହଁ। ସେଥତ୍ପାଇଁ ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନରେ ହେଉଥିବା ନିଶା କାରବାର ଉପରେ ନଜର ରଖିବା ପାଇଁ ଜିଲ୍ଳା ପ୍ରଶାସନର ଜଣେ ଅଫିସରଙ୍କୁୁ ଦାଇତ୍ବ ଦେଇଛନ୍ତି | ଯାହାଫଳରେ ଏବେ ଚଢ଼।ଉ ଜେର ସୋର ଚାଲିଛି। ଦୁଇନିନିରେ ୧୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ପ୍ରଶାସନ ଧରିବାରେ ସଫଳ ହୋଇଛି।
ଆଜି ସକାଳୁ ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ କାଳିନ ଅଧତ୍କାରୀ କମଳାକାନ୍ତ ପଣ୍ଡା ଅବକାରୀ ବିଭାଗ ଓ ପୁଲିସ ବାହିନୀ ସହ ବାହାରି ଥିଲେ ସହରର କିଛି ସ୍ଥାନରେ ଚଡ଼।ଉ କରିବାପାଇଁ। ସେମାନେ ପ୍ରଥମେ ତଲେଙ୍ଗା ସାହିର ଟାଇଲ ସାହି ଓ ଥରମାଲ କଲୋନି ଉପରେ ଚଢ଼।ଉ କରି ସେଠାରେ ସେମାନେ ୭୦ ଲିଟରରୁ ଉର୍ଦ୍ଧ ଦେଶି ମଦ ଜବଦ କରିଥିଲେ । ଏଥତ୍ସହ ସେମାନେ ଏହି ବେଆଇନ୍ ଭାବରେ ମଦ ବିକୁଥତ୍ବା ୨ ଜଣଙ୍କୁ ଗିରଫ କରିଥିଲେ । ପରେ ସେମାନେ ବାରବାଟିରେ ରହୁଥତ୍ବା ଯୁଗଳ ସେନ୍ ଘର ଉପରେ ଚଢ଼।ଉ କରିଥିଲେ । ଯୁଗଳ ସେନ୍ଙ୍କ ପରିବାର ଆଜକୁ ୫୦ ରୁ ଉର୍ଦ୍ଧ ବର୍ଷ ହେବ ଗୁଡ଼।ଖୁ ବ୍ୟବସାୟ କରିଅସୁଛନ୍ତି | ହେଲେ ସେମାନଙ୍କ ନିକଟରେ ମୁଲାଶିସ ଲାଇସେନ୍ସ ନାହଁ। ଅବକାରୀ ବିଭାଗ ପକ୍ଷରୁ ଏହି ଲାଇସେନ୍ସ ନେବା ଦରକାର। କିନ୍ତୁ ତାଙ୍କ ଘରେ ୨୦୦ ରୁ ଉର୍ଦ୍ଧ ଟିଣ ମୁଲାଶିସ୍ ରହିଥିବାର ବିଭାଗ ଛଢ଼।ଉ କରି ଜାଣିବାକୁ ପାଇଥଇତ୍ଲା। ଏହା ହେଉଛି ଗୁଡ଼।ଖୁ ତିଆରି କରିବାର ମୁଖ୍ୟ ଜିନିସ। ବିନା ଲାଇସେନ୍ସରେ ବର୍ଷ ବର୍ଷ ଧରି ଏହା ଚାଲିଥିବାରୁ ଅବକାରୀ ବିଭାଗ ଏହି ସବୁ ମୁଲାଶିସ୍କୁ ଜବଦ କରିବା ସହ ଏହି ବ୍ୟବସାୟରେ ସଂପୃକ୍ତ ଥିବା ୨ ଜଣଙ୍କୁୁ ଗିରଫ କରିଥତ୍ଲା। ଏହି ମୁଲାଶିସ୍ ର ମୂଲ୍ୟ ୪୦ ରୁ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ଛି।

Leave a Reply

   Related Posts