ନରସିଂହପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ଦେଶୀ ମଦ ସହ ପୋଚ ଜବତ

ଆଠଗଡ଼ ୪।୯: ଆଠଗଡ ନରସିଂହପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ଚୋରା ଦେଶୀ ମଦ ସହ ପୋଚ ଜବତ । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ଆଠଗଡ ବଡ଼ମ୍ବା ଥାନା ଅନ୍ତର୍ଗତ କୁଶପାଳ ଗ୍ରାମରେ ଚଢ଼ାଉ କରିଛି ଅବକାରୀ ବିଭାଗ । ଚଢାଉ ବେଳେ ୬ ହାଜର ୬୧୫ ଲିଟର ପୋଚ ସହ ୪୫୫ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଯାହାର ଆନୁମାନିକ … Continue reading ନରସିଂହପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ଦେଶୀ ମଦ ସହ ପୋଚ ଜବତ