ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ, ୭ ଗିରଫ
12/12/2022 at 7:12 PM

ବ୍ରହ୍ମପୁର, ୧୨/୧୨: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଲାଞ୍ଜିପଲୀ ବାଇପାସ ରାସ୍ତା ନିକଟରୁ ୩୫ କିଲୋ ଗଂଜେଇ ଜବତ କରାଯାଇଛି । ଏହି ଚାଲାଣରେ ଜଡ଼ିତ ଥିବା ୪ ଜଣଙ୍କୁ ବିଭାଗ ଗିରଫ କରିଛି । ଅନ୍ୟପଟେ ବନ୍ତପଲ୍ଲୀ ନିକଟରୁ ଗୁଟଖା ଚାଲାଣ ବେଳେ ୩ ପେକେଟ ଗୁଟଖା ସହ ଅଟୋକୁ ଜବତ କରାଯାଇଛି । ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023