ଅବକାରୀ ବିଭାଗଙ୍କ ମାଡ ପ୍ରତିବାଦରେ ଧାରଣା
23/04/2018 at 7:02 AM

ମୟୁରଭଞ୍ଜ ଜିଲ୍ଲା ମାଣିକପୁର ଗ୍ରାମବାସୀଙ୍କ ଅବକାରୀ ବିଭାଗଙ୍କ ମାଡ ପ୍ରତିବାଦରେ ଧାରଣା
ଆଜି ସକାଳୁ ଅବକାରୀ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି କିଛି ପୋଚ ଜବତ କରିଥିଲେ
ଏଥିସହ ବିନା କାରଣରେ ଗ୍ରାମବାସୀଙ୍କୁ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀମାନେ ମାଡ ଆରିଥିବା ଅଭିଯୋଗ ଆସିଛି
ମାଡରେ ୫ଜଣ ଆହତ ହୋଇଛନ୍ତି
ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି
ନ୍ୟାୟ ଦାବିରେ ଅବକାରୀ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023