vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

କମିଶନରେଟ୍ ପୋଲିସ୍‌ରେ ବଡ ଧରଣର ଅଦଳବଦଳ: ୨ ଡିସିପି, ୧୭ ଆଇଆଇସିଙ୍କ ବଦଳି

17/08/2020 at 9:28 PM

ଭୁବନେଶ୍ବର୧୭/୮: ଭୁବନେଶ୍ବର କମିଶନରେଟ୍ ପୋଲିସ୍‌ରେ ବଡ ଧରଣର ଅଦଳବଦଳ ହୋଇଛି।କମିଶନରେଟ୍ ପୋଲିସ୍‌ର ୨ ଜଣ  ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀ ଏବଂ ସୁବାସ ଚନ୍ଦ ମହାନ୍ତିଙ୍କ ବଦଳି ହୋଇଛି। ସେହିପରି ଥାନା ଅଧିକାରୀମାନଙ୍କ ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। କମିଶନରେଟ୍ ପୋଲିସ୍‌ ଭରତ ଚରଣ ସାହୁ, ସରତ କୁମାର ସାହୁ, ଯୁବରାଜ ସ୍ବାଇଁ, ଅରୁଣ କୁମାର ସ୍ବାଇଁ, ଗିରିଜା ସଙ୍କର ଚକ୍ରବର୍ତ୍ତୀ, ବିଶ୍ବରଞ୍ଜନ ନାୟକ, ଦିପକ କୁମାର ମିଶ୍ର,  ଅଞ୍ଜଳି ଛୋଟରାୟ, ଦୟାନିଧି ନାୟକ, ବିରଞ୍ଚିନାରାୟଣ ପତି, ରଶ୍ମି ରଞ୍ଜନ ମହାପାତ୍ର,  ରବିନ୍ଦ୍ରନାଥ ମେହେର, ପଦ୍ମନାଭ ପ୍ରଧାନ ଏବଂ ହିମାଂଶୁ ଭୂଷଣ ସ୍ବାଇଁଙ୍କ ବଦଳି ହୋଇଛି। ସେହିପରି ୬ ଜଣ ଏସ୍‌ଆଇଙ୍କ ବଦଳି ହୋଇଛି। ସେମାନେ ହେଲେ ଏମ୍‌ଡି ଜାମସେଦ୍‌, ଶୁଭ୍ରାନ୍ତ କୁମାର ଜେନା, ସଙ୍ଗୀତା ଦାଶ, ସଞ୍ଜୁକତା ସାହୁ , ହରିକୃଷ୍ଣ ପ୍ରଧାନ ଏବଂ ଶୁଭଶ୍ରୀ ଶୁଭଶ୍ମିତା ଗୁରୁଙ୍କ ବଦଳି ହୋଇଛି। ସେହିପରି କମିଶନରେଟ୍‌ ପୋଲିସ୍‌ର ଜଣେ ଏଏସ୍‌ଆଇଙ୍କ ବଦଳି ହୋଇଛି।

   Related Posts