ବେଜିତ୍ ହେଲେ ବାଜଓ୍ବା; ବିଦେଶରେ ପାକିସ୍ତାନ ପୂର୍ବ ସେନା ପ୍ରମୁଖଙ୍କୁ ନିର୍ଦ୍ଧୁମ ଗାଳି, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ବିଦେଶରେ ପରିବାର ସହ ଛୁଟି କାଟୁଛନ୍ତି ପାକିସ୍ତାନ ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ବାଜଓ୍ବା । ତେବେ ତାଙ୍କର ଏବେ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଫଗାନିସ୍ତାନର ଜଣେ ବ୍ୟକ୍ତି, କମର ବାଜଓ୍ବାଙ୍କୁ ଗାଳିଗୁଲଜ୍ କରୁଥିବା ଶୁଣିବାକୁ ମିଳିଛି । ବିଦନାମ ବାଜଓ୍ବା ବିଦେଶରେ ବି ବେଜିତ୍ ହୋଇଛନ୍ତି । ପାକିସ୍ତାନ ମିଡିଆ ରିପୋର୍ଟ ମୁତାବକ, ଏହି ଭିଡିଓ ଫ୍ରାନ୍ସର ବୋଲି ଜଣାପଡ଼ିଛି । ପାକିସ୍ତାନର ପୂର୍ବତନ ସେନା … Continue reading ବେଜିତ୍ ହେଲେ ବାଜଓ୍ବା; ବିଦେଶରେ ପାକିସ୍ତାନ ପୂର୍ବ ସେନା ପ୍ରମୁଖଙ୍କୁ ନିର୍ଦ୍ଧୁମ ଗାଳି, ଭିଡିଓ ଭାଇରାଲ୍