କଟକ ୦୩।୧୨ : କଟକ ବାଲିଯାତ୍ରା ୨୦୨୩ । ବାଲିଯାତ୍ରା ଉପର ପଡ଼ିଆରେ ଏଭର ଗ୍ରୀନ୍ ଟି ଷ୍ଟଲରେ ଗ୍ରାହକ ମାନଙ୍କର ଜବରଦସ୍ତ ଭିଡ। ବାଲିଯାତ୍ରା ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର୍ ମଧ୍ୟ ଦିଆଯାଇଛି। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ବ୍ୟବସାୟ କରିଛି କମ୍ପାନୀ ବୋଲି କହିଛନ୍ତି କମ୍ପାନୀର ଏଏସଏମ୍। ଅନ୍ୟପଟେ ଚା କିଣିବା ସହ ଅନ୍ୟ ଉପହାର ନେଇ ବେଶ୍ ଖୁସି ଅଛନ୍ତି ଗ୍ରାହକ ମାନେ।
wp:html /wp:htmlନବ ଦାସ ହତ୍ୟା ଘଟଣା : ସିବିଆଇ ତଦନ୍ତ ଦାବିରେ ହାଇକୋର...