ଭିଜିଲାନ୍ସ ଜାଲରେ ESIC କର୍ମଚାରୀ, ବିଲ୍‌ ପାସ ପାଇଁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ

Published By : Prameya-News7 Bureau | February 29, 2024 IST

ରାଉରକେଲା ୨୯।୦୨ : ଭିଜିଲାନ୍ସ ଜାଲରେ ESIC କର୍ମଚାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ନେଉଥିଲା ଲାଞ୍ଚ ।

wp:embed {"url":"https://www.prameyanews7.com/revenue-assistant-or-record-keeper-caught-by-vigilance-in-balangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/revenue-assistant-or-record-keeper-caught-by-vigilance-in-balangir/
/wp:embed

ଖବର ଅନୁଯାୟୀ, ଜଣେ ରୋଗୀଙ୍କ ୯୦ ହଜାର ଟଙ୍କାର ବିଲ୍‌ ପାସ୍‌ କରିବାର ଥିଲା । ଏଥିଲାଗି ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ । ଆଉ ଏହି ସମୟରେ  ESICର ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛି ଭିଜିଲାନ୍ସ ।

wp:embed {"url":"https://www.prameyanews7.com/texas-wildfires-live-updates-at-least-1-dead-as-huge-blaze-grows-to-850000-acres/","type":"wp-embed","providerNameSlug":"prameya-news-7"}
https://www.prameyanews7.com/texas-wildfires-live-updates-at-least-1-dead-as-huge-blaze-grows-to-850000-acres/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.