ଇଶାଙ୍କ ହଟ୍ ପୋଜ୍ ସୋସିଆଲ୍ ମିଡିଆରେ ଲାଗିଲା ନିଆଁ... ଫ୍ୟାନ୍ସଙ୍କ ଟ୍ରୋଲ୍.. I LOVE YOU...

Published By : Prameya-News7 Bureau | December 28, 2019 IST

ମୁମ୍ବାଇ ୨୮।୧୨:  ଇଶା ଗୁପ୍ତା ଜଣେ ଏପରି ଅଭିନେତ୍ରୀ ଯିଏ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ । ବେଳେବେଳ ନିଜର ବୋଲ୍ଡ ଫଟୋ ଛାଡି ଦର୍ଶକ ମନରେ ନିଆଁ ଲଗାଇଥାନ୍ତି ତ କେତେବେଳେ ତାଙ୍କୁ ନେଇ ଚର୍ଚ୍ଚା । ଇଷା ନିଜର ପ୍ରଂଶସକଙ୍କୁ ଟ୍ରୋଲ କରିଲା ଭଳି ଫଟୋ ମଧ୍ୟ ସୋସିଆଲ ମିଡିଆରେ ପ୍ରାୟତ ଅପଲୋଡ କରିଥାନ୍ତି ।

wp:html https://www.instagram.com/p/B6kxenMgqeK/ /wp:html

ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ନିଜର ବୋଲ୍ଡ ଫଟୋ ସୁଟ୍ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଆସିଛନ୍ତି । ଇଶା ମାଦ୍ରିଦରେ ନିଜର ୩୪ତମ ଜନ୍ମଦିନ ପାଳନ ଅବସରରେ ଏହି ଫଟୋ ସୁଟ କରିଛନ୍ତି । ନିଜର କିଛି ନିକଟତମ ସାଙ୍ଗମାନଙ୍କ ସହିତ ମାଦ୍ରିଦରେ ଜନ୍ମଦିନ ପାଳନ କରିଛନ୍ତି । ଇଶା ନିଜ ଇନଷ୍ଟାଗ୍ରାମରେ ଏକ ବ୍ଲାକ ଓ ହ୍ବାଇଟ ରଙ୍ଗର ଡ୍ରେସ ପିନ୍ଧିଥିବା ଏକ ଫଟୋ ଅପଲୋଡ କରିଛନ୍ତି । ଏହି ବଲିଉଡ୍ ସୁନ୍ଦରୀ ଜଣଙ୍କ ନିଜ ଫଟୋସୁଟ ଯିଏ ଦେଖିବା ତା ମନରେ ନିଆଁ ଲଗାଇଦେଇଛି  ।

{"id":203729,"sizeSlug":"large"}

 ୟୁଜରମାନଙ୍କ ମନର ମଧ୍ୟ ବେଶ ନିଆଁ ଲଗାଇଦେଇଛି ଏହି ଫଟୋ । ଇଶା ନିଜର ଏହି ଡିଜାଇନର ଡ୍ରେସ ସହିତ ନିଜ ଗଳାରେ ଏକ ମେଟାଲିକ୍‌ର ନେକଲେସ ପିନ୍ଧିଛନ୍ତି । ଯାହାକି ଫଟୋକୁ ଆହୁରି ସୁନ୍ଦର କରିଦେଇଛି ।  ସୋସିଆଲ ମିଡିଆରେ ଇଷା ଏହି ସବୁ ବୋଲ୍ଡ ଫଟୋ ଅପଲୋଡ କରିବା ମାତ୍ରେ ପ୍ୟାନ ମାନେ ଏହାକୁ ଟ୍ରୋଲ କରିବାର ଲାଗିଛନ୍ତି । କିଏ ଫଟୋକୁ ଦେଖି କହୁଛି ଜାନୁ I LOVE YOU, ତ ପୁଣି କିଏ କହୁଛି ତୁମେ ଏହି ଫଟୋରେ ଖୁବ HOT ଲାଗୁଛ । ଏହିପରି ଭାବରେ ସୋସିଆଲ ମିଡିଆରେ ଇଶାଙ୍କ ବୋଲ୍ଡ ଫଟୋ ଟ୍ରୋଲ ହେବାର ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.