ରାଜ୍ୟରେ ପାୱାର କଟ୍ ହେଉନାହିଁ, ଭିତ୍ତିଭୂମି ଅଭାବରୁ ବିଦ୍ୟୁତ ସମସ୍ୟା ଉପୁଜୁଛି : ଶକ୍ତି ମନ୍ତ୍ରୀ
ଭୁବନେଶ୍ବର ୧୦।୬: ରାଜ୍ୟରେ ପାୱାର କଟ୍ କେଉଁଠି ହେଉନାହିଁ, ଭିତ୍ତିଭୂମି ଅଭାବରୁ ବିଦ୍ୟୁତ ସମସ୍ୟା ଉପୁଜୁଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ପବନ ହେଲେ ବିଦ୍ୟୁତ କାଟ୍ କରାଯାଉଛି । ଆମେ କାଟିବାକୁ ବାଧ୍ୟ ବୋଲି ମନ୍ତ୍ରୀ କହିଛନ୍ତି । କାଳବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ିଯାଇଛି । ଖୁଣ୍ଟ ଲଗାଇ, ତାର ଲଗାଇବା ସମୟ ସାପକ୍ଷ । ଆଖି ପିଛୁଳାକେ ତାହା ହୋଇଯିବନାହିଁ । ଯେଉଁଠି ଦୁଇ ତିନି ଘଣ୍ଟା … Continue reading ରାଜ୍ୟରେ ପାୱାର କଟ୍ ହେଉନାହିଁ, ଭିତ୍ତିଭୂମି ଅଭାବରୁ ବିଦ୍ୟୁତ ସମସ୍ୟା ଉପୁଜୁଛି : ଶକ୍ତି ମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed