ଜାମ୍ମୁ -କାଶ୍ମୀର ଅନନ୍ତନାଗରେ ସେନାର ଏନକାଉଣ୍ଟର
Published By : Prameya-News7 Bureau | August 29, 2018 IST
ଜାମ୍ମୁ -କାଶ୍ମୀର ୨୯/୮: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ସେନାର ଏନକାଉଣ୍ଟର ହୋଇଛି । ୨ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ନିହତ ହୋଇଛନ୍ତି । ଏବେବି ଯବାନ-ଆତଙ୍କବାଦୀ ଗୁଳି ବିନିମୟ ଜାରି ରହିଛି । ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ମୁନିୱାଡା ଗାଁକୁ ଘେରାବନ୍ଦି କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି ।