ଲଗାଣ ବର୍ଷା ଯୋଗୁ ଜରୁରୀ କାଳୀନ ପଦକ୍ଷେପ, ବଲାଙ୍ଗିରରେ ସବୁ ସ୍କୁଲ ଛୁଟି ଘୋଷଣା
14/09/2023 at 10:59 AM

ବଲାଙ୍ଗୀର ୧୪/୦୯: ଲଗାଣ ବର୍ଷାରେ ବେହାଲ୍ ସାରା ରାଜ୍ୟ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଡା ନିଷ୍ପତ୍ତି ନେଇଛନ୍ତି । ବର୍ଷା ଯୋଗୁଁ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରିଛି ପ୍ରଶାସନ । ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ।
ଲଗାଣ ବର୍ଷା ଯୋଗୁ ଜରୁରୀ କାଳୀନ ପଦକ୍ଷେପ ନିଆଯାଇଛି । ସେପଟେ ସମସ୍ତ ବ୍ଲକ ଠାରୁ ଏନ୍ଏସି ଓ ପୌର ପରିଷଦକୁ ସତର୍କ ରହିବା ପାଇଁ ସୂଚନା । ଏହାସହ ଜାରି ହୋଇଛି ଜରୁରୀ କାଳୀନ ନମ୍ବର । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।
Related Posts
ପୋଖରୀରେ ବୁଡ଼ି ୨ ଛାତ୍ର ମୃତ, ଗାଧୋଇବାକୁ ଯାଇ ଘଟିଲା ଅଘଟଣ
24 September 2023
ସମ୍ବଲପୁରରେ ବଡ଼ଧରଣର ଲୁଟ୍, ବାଇକ୍ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା
24 September 2023
ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସ କରୁଛି ଛାନ୍ଭିନ୍
24 September 2023
ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ…
24 September 2023