ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କର ରାଶି କଣ ?  ଜାଣନ୍ତୁ କାହାର କେଉଁ ରାଶି…

Published By : Prameya-News7 Bureau | February 14, 2024 IST

ନୂଆଦିଲ୍ଲୀ ୧୪।୦୨: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ରାଶିରୁ ବ୍ୟକ୍ତିର ସ୍ବଭାବକୁ ଅନୁମାନ କରାଯାଇପାରେ । କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ପ୍ରସିଦ୍ଧ ଅରବପତିଙ୍କ ରାଶି କଣ । ଆସନ୍ତୁ ଜାଣିବା…

{"id":908858,"sizeSlug":"large","linkDestination":"none"}

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଏଲନ୍‌ ମସ୍କ । ଟେସଲା ସିଇଓ ତଥା ଏକ୍ସ ସିଇଓଙ୍କର ରାଶି ହେଉଛି କର୍କଟ । ଏହି ରାଶିର ବ୍ୟକ୍ତି ଭାବନାତ୍ମକ, ବୁଦ୍ଧିମାନର ସ୍ବଭାବ ପାଇଁ ସବୁବେଳେ ପରିଚିତ ।

{"id":908859,"width":839,"height":1490,"sizeSlug":"large","linkDestination":"none"}

ଏହା ପଛକୁ ଅଛନ୍ତି ବର୍ଣ୍ଣାଡ ଆରନଲ୍ଟ । ଫ୍ରାନ୍ସ ଧନୀଙ୍କର ରାଶି ହେଉଛି ମୀନ ରାଶି । ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ । ତାଙ୍କର ହେଉଛି ମକର ରାଶି । ଏହାପଛକୁ ଅଛନ୍ତି ଲ୍ୟାରି ଏଲିସନ୍‌ । ତାଙ୍କର ହେଉଛି ସିଂହ ରାଶି । ବିଜନେସ୍‌ ଟାଇକୁନ୍‌ ଓ୍ବାରେନ୍‌ ବଫେଟ୍‌ । ତାଙ୍କର ହେଉଛି କନ୍ୟା ରାଶି ।

{"id":908860,"sizeSlug":"full","linkDestination":"none"}

ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗଙ୍କର ରାଶି ହେଉଛି ବୃଷ । ସେହିପରି ବିଲ୍‌ ଗେଟସଙ୍କର ରାଶି ହେଉଛି ବିଛା । ଏହା ପଛକୁ ଅଛନ୍ତି ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ମୁକେଶଙ୍କର ହେଉଛି ମେଷ ରାଶି । ସେହିପରି ଲ୍ୟାରି ପେଜ୍‌ଙ୍କର ମଧ୍ୟ ମେଷ ରାଶି  ଅଟେ ।

You Can Read:

wp:embed {"url":"https://www.prameyanews7.com/educational-qualification-of-worlds-top-10-billionaires/","type":"wp-embed","providerNameSlug":"prameya-news-7"}
https://www.prameyanews7.com/educational-qualification-of-worlds-top-10-billionaires/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.