suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||

twitter ରୁ ଛଟେଇ କରି ଫଶିଗଲେ ଏଲନ ମସ୍କ, ତଦନ୍ତ ଆରମ୍ଭ କଲେ ସରକାରୀ ଏଜେନ୍ସୀ

9/03/2023 at 3:33 PM

ନୂଆଦିଲ୍ଲୀ ୯।୩: ଟ୍ୱିଟରରୁ କର୍ମଚାରୀ ଛଟେଇ କରିବା ଯୋଗୁ ଏଲନ ମସ୍କ ଗୁରୁତର ସଂକଟରେ ଫଶି ଯାଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ ଯୋଗୁ ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଆମେରିକୀୟ ତଦନ୍ତ ସଂସ୍ଥାଙ୍କ ରାଡାରକୁ ଚାଲିଆସିଛନ୍ତି। ଫେଡେରାଲ ଟ୍ରେଡ କମିଶନ(ଏଫଟିସି) କର୍ମଚାରୀଙ୍କ ଛଟେଇ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଆମେରିକା କଂଗ୍ରେସର ଏକ ରିପୋର୍ଟରେ ସାମ୍ନାକୁ ଆସିଥିବା କିଛି କାଗଜପତ୍ରରୁ ଏହା ଜଣାପଡିଛି।

ଏଫଟିସି ସୋସିଆଲ ମିଡିଆ କମ୍ପାନୀର ଗୋପନୀୟତା ଓ ସାଇବର ସୁରକ୍ଷା ପ୍ରାକ୍ଟିସର ପୂର୍ବରୁ ଯାଞ୍ଚ କରୁଥିଲେ। ଏହି ଯାଞ୍ଚରୁ ଭିତିରି ଆଲୋଚନାର ସୂଚନା ପ୍ରାପ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏଫଟିସି ଗତ କିଛି ବର୍ଷ ହେଲା ଟ୍ୱିଟର ଉପରେ ନଜର ରଖି ରହିଛନ୍ତି। ୨୦୧୧ ମସିହାରେ ସୋସିଆଲ ମିଡିଆ କମ୍ପାନୀ ଏଫଟିସିଙ୍କ ସେହି ଅର୍ଡରକୁ ସ୍ୱୀକାର କରିଥିଲେ ଯେଉଁଥିରେ ତାଙ୍କ ସିଷ୍ଟମରେ ଡାଟା ସିକ୍ୟୁରିଟିର ତ୍ରୁଟି ଥିବାର ଅଭିଯୋଗ କରାଯାଇଥିଲା। ତେବେ ଏଲନ ମସ୍କ ୨୭ ଅକ୍ଟୋବର ୨୦୨୨ରେ ଟ୍ୱିଟରକୁ କିଣି ନେଇଥିଲେ। ଏହି କାରବାର ପରେ ଆମେରିକୀୟ ଯାଞ୍ଚ ଏଜେନ୍ସୀର ଚିନ୍ତା ଆହୁରି ବଢି ଯାଇଥିଲା।

କଂଗ୍ରେସର ରିପୋର୍ଟ ଜବାବରେ ଏଫଟିସି କହିଥିଲେ ଯେ କଞ୍ଜ୍ୟୁମରଙ୍କ ପ୍ରାଇଭେସୀର ସୁରକ୍ଷା ଠିକ୍ ସେହିପରି ଯେପରି ଏଫଟିସିକୁ କରିବା ଦରକାର ବୋଲି କହିଥିଲେ। ୨୦୧୧ରେ ସହମତି ଆଦେଶ (କନସେଣ୍ଟ ଅର୍ଡର) ଉଲ୍ଲଂଘନ ଲାଗି ଟ୍ୱିଟର ମସ୍କଙ୍କ ଅଧିଗ୍ରହଣର ପ୍ରାୟ ୫ ମାସ ପୂର୍ବରୁ ମେ ୨୦୨୨ରେ ୧୫୦ ମିଲିୟନ ଡଲାର( ୧,୨୩୦ କୋଟି ଟଙ୍କା) ଜରିମନା ଦେଇଥିଲେ।

   Related Posts